Ticker

6/recent/ticker-posts

ପଡ଼ିଆରେ ପଶିଲେ ଆତଙ୍କବାଦୀ ଭୟରେ ଲୁଚିଲେ ନ୍ୟୁଜିଲାଣ୍ଡ ଖେଳାଳି ବନ୍ଦ ହେବ ଚମ୍ପିୟାନ୍ସ ଟ୍ରଫି ! Champions Trophy

 

ପଡ଼ିଆରେ ପଶିଲେ ଆତଙ୍କବାଦୀ ଭୟରେ ଲୁଚିଲେ ନ୍ୟୁଜିଲାଣ୍ଡ ଖେଳାଳି ବନ୍ଦ ହେବ ଚମ୍ପିୟାନ୍ସ ଟ୍ରଫି ! Champions Trophy





ହଁ ଦର୍ଶକ ବନ୍ଧୁ, ଏବେ ଆତଙ୍କବାଦୀ ଆକ୍ରମଣ କାରଣରୁ ଅଧାରୁ ବନ୍ଦ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ଯାହାକୁ ନେଇ ସମସ୍ତଙ୍କ ମନରେ ଭୟ ରହିଥିଲା ତାହା ଏବେ ସତରେ ପରିଣତ ହେବାକୁ ଯାଉଛି। ଏବେ ପାକିସ୍ଥାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯାଇଥିବା ଅନ୍ୟ ଦେଶର ଖେଳାଳି ମାନେ ବିପଦରେ ପଡ଼ି ଯାଇଛନ୍ତି। 

କାରଣ ଏବେ ପାକିସ୍ତାନରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିରେ ଦେଖିବାକୁ ମିଳିଛି ସୁରକ୍ଷାରେ ବଡ ଅବହେଳା । ରାୱଲପିଣ୍ଡିରେ ଖେଳାଯାଉଥିବା ଏକ ମ୍ଯାଚ ସମୟରେ ଜଣେ ସନ୍ଦିଗ୍ଧ ପଡିଆ ମଧ୍ଯକୁ ପ୍ରବେଶ କରିଥିଲା । ଏହି ସନ୍ଦିଗ୍ଧ ବ୍ଯକ୍ତି ଜଣଙ୍କୁ ଆତଙ୍କବାଦୀ ହୋଇଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଫଳରେ ଏବେ ପାକିସ୍ତାନକୁ ଚାରିଆଡୁ ଛି ଛି କରାଯାଉଛି । ପଡିଆକୁ ଯାଇଥିବା ସନ୍ଦିଗ୍ଧ ଜଣକ ଦର୍ଶକ ଭାବରେ ଷ୍ଟାଡିୟମରେ ଉପସ୍ଥିତ ଥିଲା । ଆଉ ମ୍ଯାଚ ଚାଲୁଥିବା ସମୟରେ ପଡିଆ ମଧ୍ୟ ଭାଗକୁ ଯାଇ ଏହି ଦୁର୍ଦ୍ଦଶ ବ୍ଯକ୍ତିଜଣକ ହଇଚଇ ସୃଷ୍ଟି କରି ଦେଇଛି । ଆତଙ୍କବାଦୀଙ୍କ ସହ ତାହାର ସମ୍ପୃକ୍ତି ଥିବା ମଧ୍ୟ କୁହାଯାଉଛି । ତେଣୁ ଏହି ଘଟଣା ପରେ ଏବେ ପାକିସ୍ତାନରେ ଥିବା ଅନ୍ୟ ଦେଶର ଖେଳାଳିଙ୍କ ସୁରକ୍ଷାରେ ଉଠିଛି ବଡ ପ୍ରଶ୍ନ ।

ସାରା ବିଶ୍ୱ ଏବେ ପାକିସ୍ତାନ ଉପରେ ପ୍ରଶ୍ନ କରୁଛି ଯେ, ଏ କି ଭଳି ସୁରକ୍ଷା ବ୍ଯବସ୍ଥା । ଆତଙ୍କବାଦୀ ଖେଳ ମଝିରେ ପଡ଼ିଆକୁ ପଶିଲେ କେମିତି? 

ତେବେ ୨୦୦୯ ମସିହାରେ ମଧ୍ଯ ପାକିସ୍ତାନ ଆସିଥିବା ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯାହା ଏବେବି ଭାବିଲା ବେଳକୁ ଛାତି ଥରାଇ ଦେଉଛି। 

ତେବେ ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନର ଲଗାତାର ଭାବରେ ହାରିଥିବାରୁ ଅନ୍ଯ ମ୍ଯାଚ ଉପରେ ମଧ୍ଯ ଆତଙ୍କବାଦୀ ଆକ୍ରମଣର ସନ୍ଦେହ ଜୋର ଧରିଛି । ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିର ଆହୁରି ୧୦ ଟି ମ୍ଯାଚ ଖେଳିବାର ବାକି ଅଛି । ସେପଟେ ଆତଙ୍କବାଦୀ ସଙ୍ଗଠନ ISIS ମୁଖିଆ ଅବଦୁଲ କାଦିର ମୁମୀମ ମଧ୍ଯ ପାକିସ୍ତାନରେ ପହଞ୍ଚି ସାରିଥିବା ନେଇ ଚର୍ଚ୍ଚା ହେଉଛି । ତେଣୁ ପାକିସ୍ତାନରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରିବା ପାଇଁ ସାରା ବିଶ୍ୱରେ ଏବେ ଦାବି ହେଉଛି ।

ଟିମ୍ ଇଣ୍ଡିଆ ପାକିସ୍ଥାନ ଖେଳିବା ପାଇଁ ଯାଇ ନଥିବାରୁ ଭାରତର ଭାଗ୍ୟ ଭଲ ବୋଲି ଚର୍ଚ୍ଚା ଚାଲିଛି। 

ତେଣୁ ଏବେ ଜଣା ପଡ଼ିଛି ଯେ, ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି ଚାମ୍ପିଅନସ ଟ୍ରଫି। ବିଦେଶୀ ଦର୍ଶକଙ୍କୁ କିଡନାପ୍ କରିପାରନ୍ତି ଆତଙ୍କୀ ଗ୍ରୁପ୍ ବୋଲି ମଧ୍ଯ ସୂଚନା ମିଳିଛି।

ପାକିସ୍ତାନ ଇଣ୍ଟେଲିଜେନସ ବ୍ୟୁରୋର ଏହି ସୂଚନା ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ତଥା ପାକିସ୍ତାନ ସରକାରଙ୍କ ନିଦ ହଜେଇ ଦେଇଛି। ବିଦେଶୀ ଟିମର ସୁରକ୍ଷା ଏବେ ପାକିସ୍ଥାନର ପ୍ରାଥମିକତା ଭାବରେ ଦେଖାଯାଉଛି। ଯଦି ଭୁଲରେ ବି ପାକିସ୍ଥାନରେ ଖେଳାଳି ମାନଙ୍କ ଉପରେ ଆକ୍ରମଣ ହୁଏ , ତେବେ ପାକିସ୍ଥାନକୁ ସାରା ବିଶ୍ଵ ଦରବାରରେ ଏକ ଘରିଆ କରାଯିବ ବୋଲି ଅନୁମାନ କରାଯାଉଛି।

Post a Comment

0 Comments