ସ୍ୱାମୀକୁ ଧୋକା ଦେଇ ପର-ପୁରୁଷ ସହ ଶୋ-ଇବା ପଡ଼ିଲା ମହଙ୍ଗା ! OYO Hotel | Harini Murder Case | ZEE7 ODIA
* ସ୍ବାମୀଙ୍କୁ ଧୋକା ଦେଉଥିଲେ ସାବଧାନ, ସେକ୍ସ ପାଇଁ ଯିବ ଜୀବନ
* ସ୍ବାମୀଙ୍କୁ ଛାଡ଼ି ପରପୁରୁଷ ସହ ସେକ୍ସ କରୁଥିଲା, କିନ୍ତୁ ଧର୍ମ ସହିଲାନି
* ସ୍ୱାମୀକୁ ଧୋକା ଦେଉଥିଲେ, ପ୍ରେମିକ ହାତରୁ ୧୮ ଥର ପେଲା ଖାଇ ମଲେ
* Oyo ରୁମ୍ ରେ ମହିଳାଙ୍କୁ ୧୮ ଥର ଛୁରୀ ଭୂଷି ମାରିଦେଲା ସୈତାନ୍ ପ୍ରେମିକ
ହଁ ଦର୍ଶକ ବନ୍ଧୁ, ଏ ଘଟଣା ଶୁଣିଲେ ଆପଣବି ହଠାତ୍ ବୁଝି ପାରିବେନି ଏଠି ପ୍ରକୃତରେ ଭୁଲ କାହାର।
ସ୍ୱାମୀକୁ ସବୁଦିନ ଧୋକା ଦେଇ oyo ରୁମ୍ କୁ ପ୍ରେମିକ ସହ ରୋମାନ୍ସ କରିବାକୁ ଚାଲି ଯାଉଥିଲେ ଏହି ମହିଳା ଜଣଙ୍କ। ଆଉ oyo ରୁମ୍ ର ଦଣ୍ଡଲପ ଗଦୀରେ ଶୋଇ ପରପୁରୁଷ କୁ ଦେଉଥିଲେ ଚରମ ସୁଖ। କିନ୍ତୁ ସେଇ ପର ପୁରୁଷ ଶେଷରେ ୧୮ ଥର ଛୁରୀ ଭୁଷି ମହିଳାଙ୍କୁ ବିଭତ୍ସ ଭାବରେ ହତ୍ୟା କରିଦେଇଛି।
ସ୍ୱାମୀ ଓ ୨ ପିଲା ଥିଲେ ମଧ୍ୟ ୨୫ ବର୍ଷୀୟ ପ୍ରେମିକଙ୍କ ଶଯ୍ୟାସଙ୍ଗୀ ହେବାକୁ ଭାରି ମଜା ଲାଗୁଥିଲା।
୨ଟି ଛୁଆର ମା’ ତଥାପି ପ୍ରେମ ନିଶା ଛାଡ଼ି ନଥିଲା। ନିଜ ଠାରୁ ୭ ବର୍ଷ ସାନ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ତାଙ୍କ ସହ OYO ହୋଟେଲକୁ ବି ଯାଉଥିଲେ ଆଉ ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ। କିନ୍ତୁ ଏହି ପ୍ରେମ ନିଶା ଶେଷରେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଯେଉଁ OYO ହୋଟେଲ ରୁମରେ ପ୍ରେମିକଙ୍କ ବାହୁରେ ଓ ଦେହରେ ହଜି ଯାଉଥିଲେ ସେଇଠାରେ ତାଙ୍କ ଜୀବନ ଯାଇଛି। ନିଜେ ପ୍ରେମିକ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୧୭ ଥର ଛୁରୀ ଭୁଷି ହତ୍ୟା କରିଛି।
ତେବେ ମୃତକ ଜଣଙ୍କ ହେଲେ ୩୩ ବର୍ଷୀୟ ହରିଣୀ ଓ ଅଭିଯୁକ୍ତ ହେଉଛନ୍ତି ୨୫ ବର୍ଷୀୟ ୟାଶ। ସେ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଥିବା ବେଳେ ହରିଣୀ ମଧ୍ୟ ଗୋଟିଏ କର୍ପୋରେଟ ଅଫିସରେ କାମ କରନ୍ତି।
ଉଭୟ ଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ ଥିଲା ଯେ ଉଭୟ ଉଭୟଙ୍କ ପ୍ରେମରେ ପାଗଳ ଥିଲେ।
କିନ୍ତୁ ହଠାତ୍ କଣ ହେଲା କେଜାଣି,
ଗୋଟିଏ OYO ହୋଟେଲ ରୁମରେ ୟାଶ ଛୁରୀ ଭୁଷି ହରିଣୀଙ୍କୁ ହତ୍ୟା କରିଦେଲା । ଏନେଇ ପୁଲିସ୍ରେ ଷ୍ଟେସନରେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ଯେଉଁ ସତ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।
ତେବେ ପ୍ରକୃତ କଥା ହେଉଛି, ମହିଳା ଜଣଙ୍କ ତାଙ୍କ ୨୫ ବର୍ଷୀୟ ବନ୍ଧୁଙ୍କ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହୁଁଥିଲେ। ତେଣୁ ଏଥିରେ ରାଗି ଯାଇ ବନ୍ଧୁ ଜଣଙ୍କ ବାରମ୍ବାର ଛୁରୀ ଭୁଷି ମହିଳାଙ୍କୁ ହତ୍ୟା କରିଦେଲେ।
ତେବେ ସୂଚନା ଅନୁସାରେ, ଦୁଇ ଜଣଙ୍କ ମଧ୍ୟରେ ଥିବା ସମ୍ପର୍କର ପ୍ରଭାବ ହରିଣୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡ଼ିବା ଆରମ୍ଭ ହୋଇଥିଲା। ତାଙ୍କର ୨ ଜଣ ପିଲା ଥିବାରୁ ୟାଶ ସହ ତାଙ୍କର ପ୍ରେମ ସମ୍ପର୍କର ଖବର ପରିବାର ଲୋକଙ୍କ ହାତରେ ଧୀରେଧୀରେ ଲାଗିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ହରିଣୀଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଝଡ଼ ଆରମ୍ଭ ହୋଇଥିଲା। ଦିନକୁ ଦିନ ସ୍ଥିତି ଜଟିଳ ହୋଇଥିବାରୁ ସେଦିନ ହରିଣୀ OYO ହୋଟେଲ ରୁମରେ ୟାଶଙ୍କୁ ଭେଟିବା ପାଇଁ ଡକାଇ ପଠାଇଲେ।
ଏହି ସମୟରେ ତାଙ୍କୁ ବୁଝାସୁଝା କରି ତାଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହିଁଥିଲେ। ହେଲେ ୟାଶ ଏହାକୁ ଗ୍ରହଣ କରି ନଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଶେଷରେ ୟାଶ ରାଗି ଯାଇ ୧୮ ଥର ହରିଣୀଙ୍କ ଦେହରେ ଛୁରୀ ଭୁଷି ପକାଇଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ପୁଲିସ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରି ସାରିଥିବା ଡିସିପି ସ୍ପଷ୍ଟ କରିଛନ୍ତି।
ତେଣୁ ପରକିୟା ପ୍ରୀତି ଶେଷରେ ଜଣଙ୍କର ଜୀବନ ନେବା ସହ ଦୁଇ ପିଲାଙ୍କୁ ଅନାଥ କରି ଦେଇଛି।
ଆଉ ଏହି ଘଟଣାକୁ ୩ ମାସ ବିତି ଯାଇଥିଲେ ମଧ୍ୟ ତାକୁ ନେଇ ଏବେ ବି ବିଭିନ୍ନ ଚର୍ଚ୍ଚା ଶୁଣିବା ପାଇଁ ମିଳୁଛି।

0 Comments